ସରାସର୍ Sarāsar

  • ବୈଦେ. ଅ (ଫା. ସର୍ ଆ ସର୍=ଏକ ମୁଣ୍ଡରୁ ଅନ୍ଯ ମୁଣ୍ଡ ପର୍ଯ୍ୟନ୍ତ) — ସମ୍ପୂର୍ଣ୍ଣ ରୂପେ; ପୂର୍ଣ୍ଣ ଭାବରେ — Fully; completely
  • ବୈଦେ. ଅ (ଫା. ସର୍ ଆ ସର୍=ଏକ ମୁଣ୍ଡରୁ ଅନ୍ଯ ମୁଣ୍ଡ ପର୍ଯ୍ୟନ୍ତ) — ସ୍ଥୂଳତଃ — Summaily