ସରାସରି ଅଦାଲତ Sarasari adālata

  • ବୈଦେ. ବି (କଚିରିଆ) — ଯେଉଁ ଅଦାଲତରେ ମକଦ୍ଦମାମାନ ସରାସରି ବିଚାର ହୁଏ (ଯଥା—ଫଉଜଦାରି ଓ ରାଜସ୍ୱ ଓ ସ୍ମଲ୍ କାଜ୍— କୋଟ) — A court for summary trial
  • ବୈଦେ. ବି (କଚିରିଆ) — ବାକି ଖଜଣା ଆଦି ପାଇଁ ମକଦ୍ଦମାର ବିଚାର ଯେଉଁ ଅଦାଲତରେ ହୁଏ — Rent court