ସମ୍ଭାଳ Sambhāḻa
- ଦେ. ବିଣ (ସଂ. ସଂବରଣ) — ସମ୍ବୃତ; ଆବୃତ — Covered
- ଦେ. ବିଣ (ସଂ. ସଂବରଣ) — ଯାହା ସହାଯାଏ — Borne
- ଦେ. ବିଣ (ସଂ. ସଂବରଣ) — ନିରୁଦ୍ଧ; କୃତନିରୋଧ — Checked; restrained
- ଦେ. ବିଣ (ସଂ. ସଂବରଣ) — ଧୈର୍ଯ୍ୟଶୀଳ — Patient
- ଦେ. ବିଣ (ସଂ. ସଂବରଣ) — ସହିବାଗୁଣ— ଯୁକ୍ତ — Forbearing
- ଦେ. ବି. — ଧୈର୍ଯ୍ୟଶୀଳତା — Patience
- ଦେ. ବି. — ସହିଷ୍ଣୁତା — Forbearance