ସମ୍ଭାବନୀୟ Sambhābanīya
- ସଂ. ବିଣ (ସମ୍+ଭୂ ଧାତୁ, ଣିଚ୍+କର୍ମ. ଅନୀୟ) — ଚିନ୍ତନୀୟ — Thinkable
- ସଂ. ବିଣ (ସମ୍+ଭୂ ଧାତୁ, ଣିଚ୍+କର୍ମ. ଅନୀୟ) — କଳ୍ପନୀୟ — Conceivable possible
- ସଂ. ବିଣ (ସମ୍+ଭୂ ଧାତୁ, ଣିଚ୍+କର୍ମ. ଅନୀୟ) — ପୂଜନୀୟ — Adorable
- ସଂ. ବିଣ (ସମ୍+ଭୂ ଧାତୁ, ଣିଚ୍+କର୍ମ. ଅନୀୟ) — ସମ୍ମାନନୀୟ — Respectable
- ସଂ. ବିଣ (ସମ୍+ଭୂ ଧାତୁ, ଣିଚ୍+କର୍ମ. ଅନୀୟ) — ପ୍ରଶଂସନୀୟ — Praiseworthy