ସମ୍ଭାରେ Sambhāre

  • ଦେ. କ୍ରି. ବିଣ — ସମାରୋହରେ; ଆଡ଼ମ୍ବରରେ — With pomp; ostentatiously
  • ଦେ. କ୍ରି. ବିଣ — (ଉ—ବରି ବିଭାବରୀ ଥାଉଁ ଯେ ବେଭାର ସମ୍ଭାରେ ସୌନ୍ୟ ଅଣାଇ—ଭଞ୍ଜ, ବୈଦେହୀଶ ବିଳାସ।)