ସମ୍ଭାବ୍ୟ Sambhābya

  • ସଂ. ବିଣ (ସମ୍+ଭାବି ଧାତୁ+କର୍ମ. ଯ) — ସମ୍ଭାବ୍ୟ; ପ୍ରତର୍କ୍ୟ — Possible; probable
  • ସଂ. ବିଣ (ସମ୍+ଭାବି ଧାତୁ+କର୍ମ. ଯ) — ପ୍ରଶଂସନୀୟ; ଶ୍ଳାଘ୍ୟ — Praiseworthy