ସମ୍ଭାବିତ Sambhābita
- ସଂ. ବିଣ (ସମ୍+ଭାବି ଧାତୁ+କର୍ମ. ତ) — କୀର୍ତ୍ତିଯୁକ୍ତ; ବିଖ୍ୟାତ; ପ୍ରସିଦ୍ଧ — Famous; reputed; celebrated
- ସଂ. ବିଣ (ସମ୍+ଭାବି ଧାତୁ+କର୍ମ. ତ) — ପ୍ରଶଂସିତ — Praised
- ସଂ. ବିଣ (ସମ୍+ଭାବି ଧାତୁ+କର୍ମ. ତ) — ପୂଜିତ; ସତ୍କୃତ — Adored; honoured
- ସଂ. ବିଣ (ସମ୍+ଭାବି ଧାତୁ+କର୍ମ. ତ) — ବହୁମତ; ସମ୍ମାନିତ — Respected
- ସଂ. ବିଣ (ସମ୍+ଭାବି ଧାତୁ+କର୍ମ. ତ) — ଚିନ୍ତିତ — Thought of; contemplated
- ସଂ. ବିଣ (ସମ୍+ଭାବି ଧାତୁ+କର୍ମ. ତ) — ଯାହା ଘଟିବ ବୋଲି ସମ୍ଭବ କରାଯାଏ — Possible; probable; likely to happen
- ସଂ. ବିଣ (ସମ୍+ଭାବି ଧାତୁ+କର୍ମ. ତ) — ତର୍କିତ — Inferred; guessed
- ଦେ. ବିଣ (ସଂ. ସମ୍ଭୂତ) ଜାତ — Born
- ଦେ. ବିଣ (ସଂ. ସମ୍ଭୂତ) [ଉ—ବୋଲିବା ରମଣୀମଣି ଏବେ ସମ୍ଭାବିତ। ଭଞ୍ଜ, ବୈଦେହୀଶବିଳାସ।]