ସମ୍ବୋଧ Sambodha

  • ସଂ. ବି (ସମ୍+ବୁଧ୍ ଧାତୁ=ବିନାଶ କରିବା+ଭାବ. ଅ) — ନାଶ (ଜୟପାଳ) — Destruction
  • ସଂ. ବି (ସମ୍+ବୁଧ୍ ଧାତୁ=ବିନାଶ କରିବା+ଭାବ. ଅ) — କ୍ଷେପ; ନ୍ୟାସ (ମେଦିନୀ) — Deposit
  • ସଂ. ବି (ସମ୍+ବୁଧ୍ ଧାତୁ=ବିନାଶ କରିବା+ଭାବ. ଅ) — ବୋଧନ (ମେଦିନୀ) — Awakening; explaining