ସମ୍ବୋଧିବା Sambodhibā

  • ଦେ. କ୍ରି (ପଦ୍ଯ) — ସମ୍ବୋଧନ କରିବା; ଡାକିବା — To address
  • ଦେ. କ୍ରି (ପଦ୍ଯ) — [ଉ—ପୁଣି କୁରୁଯୋଧଙ୍କୁ ସମ୍ବୋଧି ବୃକୋଦର। ରାଧାନାଥ, ବେଣୀସଂହାର।]