ସମ୍ବେଡ୍ୟ Sambedya

  • ସଂ. ବିଣ (ସମ୍+ବିଦ୍ ଧାତୁ=ଜାଣିବା+କର୍ମ. ୟ) — ଜ୍ଞେୟ — Cognizable
  • ସଂ. ବିଣ (ସମ୍+ବିଦ୍ ଧାତୁ=ଜାଣିବା+କର୍ମ. ୟ) — ଅନୁଭବ— ଯୋଗ୍ୟ — Fit to be experienced