ସମ୍ବ୍ୟାନ Sambyāna

  • ସଂ. ବି (ସମ୍+ବ୍ଯେ ଧାତୁ=ଆଚ୍ଛଦନ କରିବା+କରଣ. ଅନ) — ବସ୍ତ୍ର — Cloth
  • ସଂ. ବି (ସମ୍+ବ୍ଯେ ଧାତୁ=ଆଚ୍ଛଦନ କରିବା+କରଣ. ଅନ) — ଉତ୍ତରୀୟ ବସ୍ତ୍ର — The upper garment