ସମ୍ବେଦନ Sambedana
- ସଂ. ବି (ସମ୍+ବିଦ୍ ଧାତୁ= ଜାଣିବା+ଭାବ ଅନ;+ଆ) — ଅନୁଭବଜନିତ ଜ୍ଞାନ — Experimental knowledge; experience
- ସଂ. ବି (ସମ୍+ବିଦ୍ ଧାତୁ= ଜାଣିବା+ଭାବ ଅନ;+ଆ) — ଅନୁମାନ — Supposition; guess; inference
- ସଂ. ବି (ସମ୍+ବିଦ୍ ଧାତୁ= ଜାଣିବା+ଭାବ ଅନ;+ଆ) — (+କରଣ. ଅନ)—ଛିକ୍କିକା (ବିଶ୍ୱକୋଷ); ଛିଙ୍କ — Sneezing