ସମ୍ବୃତି Sambṛuti

  • ସଂ. ବି (ସମ୍+ବୃ ଧାତୁ=ଘଡ଼ାଇବା+ଭାବ ତି) — ଗୋପନ — Concealment
  • ସଂ. ବି (ସମ୍+ବୃ ଧାତୁ=ଘଡ଼ାଇବା+ଭାବ ତି) — ଆଚ୍ଛାଦନ — Covering
  • ସଂ. ବି (ସମ୍+ବୃ ଧାତୁ=ଘଡ଼ାଇବା+ଭାବ ତି) — (+କରଣ. ତି) ଘୋଡ଼ଣୀ — A cover; a lid