ସମ୍ବୁଦ୍ଧ Sambuddha
- ସଂ. ବିଣ (ସମ୍+ବୁଧ୍ ଧାତୁ=ଜାଣିବା+କର୍ତ୍ତୃ ତ) — ଉଦ୍ବୁଦ୍ଧ; ଜାଗରିତ — Awakened
- ସଂ. ବିଣ (ସମ୍+ବୁଧ୍ ଧାତୁ=ଜାଣିବା+କର୍ତ୍ତୃ ତ) — ଚେତନାଯୁକ୍ତ; ଚୈତନ୍ୟ ବିଶିଷ୍ଟ — Sentient; conscious
- ସଂ. ବିଣ (ସମ୍+ବୁଧ୍ ଧାତୁ=ଜାଣିବା+କର୍ତ୍ତୃ ତ) — ସମ୍ୟକ ଜ୍ଞାନୀ — Very wise
- ସଂ. ବି — ବୁଦ୍ଧାବତାର — The incarnation of Bishṇu as the Buddha