ସମ୍ବିଷ୍ଟ Sambishṭa

  • ସଂ. ବିଣ (ସମ୍+ବିଶ୍ ଧାତୁ+କର୍ତ୍ତୃ. ତ) — ନିଦ୍ରିତ; ସୁପ୍ତ — Asleep; sleeping
  • ସଂ. ବିଣ (ସମ୍+ବିଶ୍ ଧାତୁ+କର୍ତ୍ତୃ. ତ) — ନିବିଷ୍ଟ — Engaged in; devoted to