ସମ୍ବୃତ୍ତ Sambṛutta

  • ସଂ. ବିଣ (ସମ୍+ବୃତ୍ ଧାତୁ+କର୍ତ୍ତୃ ବା କର୍ମ ତ) — ନିଷ୍ପନ୍ନ; ସମ୍ପାଦିତ — Accomplished; finished
  • ସଂ. ବିଣ (ସମ୍+ବୃତ୍ ଧାତୁ+କର୍ତ୍ତୃ ବା କର୍ମ ତ) — ଜାତ — Born
  • ସଂ. ବିଣ (ସମ୍+ବୃତ୍ ଧାତୁ+କର୍ତ୍ତୃ ବା କର୍ମ ତ) — ଗୋପିତ — Hidden
  • ସଂ. ବି — ବରୁଣଦେବ — The Indian Neptune; the Seagod