ସମ୍ବୀକ୍ଷଣ Sambīkshaṇa

  • ସଂ. ବି (ସମ୍+ବୀକ୍ଷଣ) — ପର୍ଯ୍ୟବେକ୍ଷଣ — Observation
  • ସଂ. ବି (ସମ୍+ବୀକ୍ଷଣ) — ଅନ୍ୱେଷଣ — Searching; enquiry
  • ସଂ. ବି (ସମ୍+ବୀକ୍ଷଣ) — ଦର୍ଶନ; ଭେଟ — Seeing; interview