ସମ୍ପିବା Sampibā

  • ଦେ. କ୍ରି — (ସଂ. ସମ୍ପାତ) ଅଭିସମ୍ପାତ କରିବା — To curse; to imprecate
  • ଦେ. କ୍ରି — ଗାଳି ଦେବା — To call names; to abuse
  • ଦେ. କ୍ରି — [ଉ—ସମ୍ପୁଥିଲି ଯହିଁ ସଖୀ ଶମିଷ୍ଠାକୁ, କୂପଗତ କଲା ଯେଣୁ— ନନ୍ଦକିଶୋର, ଶର୍ମିଷ୍ଠା।]
  • ଦେ. କ୍ରି — (ସଂ. ସମର୍ପଣ) ଉତ୍ସର୍ଗ କରିବା — To commit a thing to the charge of; to offer; to dedicate
  • ଦେ. କ୍ରି — [ଉ—ସ୍ୱ କୁଳର ହିତେ ପିତୃସତ୍ୟ କୃତେ ସମ୍ପିଲେ ଜୀବନ ମନ— ନନ୍ଦକିଶୋର, ଶର୍ମିଷ୍ଠା।]