ସମ୍ପୀଡ଼ିତ Sampīṟḍ̠ita

  • ସଂ. ବିଣ (ସମ୍+ପୀଡ଼୍ ଧାତୁ+ କର୍ମ. ତ) — ଉତ୍ପୀଡ଼ିତ — Oppressed
  • ସଂ. ବିଣ (ସମ୍+ପୀଡ଼୍ ଧାତୁ+ କର୍ମ. ତ) — ନିଷ୍ପୀଡ଼ିତ; ଚୁପୁଡ଼ା ହୋଇଥିବା — Squeezed; pressed
  • ସଂ. ବିଣ (ସମ୍+ପୀଡ଼୍ ଧାତୁ+ କର୍ମ. ତ) — ଚିପା ହୋଇଥିବା — Compressed