ସମ୍ପାଦିତ Sampādita

  • ସଂ. ବିଣ (ସମ୍+ପାଦି. ଧାତୁ+କର୍ମ. ତ) — କୃତ— ସମ୍ପାଦନ; ସମାପିତ; ନିର୍ବାହିତ; ନିଷ୍ପାଦିତ — Accomplished; finished
  • ସଂ. ବିଣ (ସମ୍+ପାଦି. ଧାତୁ+କର୍ମ. ତ) — (ସମ୍ବାଦପତ୍ରଆଦି) ଙ୍କ ଳିତ — Edited