ସମ୍ପୀଡ଼ନୀୟ Sampīṟḍ̠anīya

  • ସଂ. ବିଣ (ସମ୍+ପୀଡ୍ ଧାତୁ+କର୍ମ. ଅନୀୟ) — ସମ୍ପୀଡ଼ିତ ହେବାର ଯୋଗ୍ୟ — Fit to be squeezed or compressed
  • ସଂ. ବିଣ (ସମ୍+ପୀଡ୍ ଧାତୁ+କର୍ମ. ଅନୀୟ) — ଉତ୍ପୀଡ଼ିତ ହେବାର ଯୋଗ୍ୟ — Deserving to be oppressed
  • ସଂ. ବିଣ (ସମ୍+ପୀଡ୍ ଧାତୁ+କର୍ମ. ଅନୀୟ) — ଦଣ୍ଡନୀୟ — Punishable