ସମାଘାତ Samāghāta

  • ସଂ. ବି (ସମ=ସମ୍ୟକ୍+ଆଘାତ) — ଗୁରୁତର— ଆଘାତ — Heavy blow
  • ସଂ. ବି (ସମ=ସମ୍ୟକ୍+ଆଘାତ) — ସଂଗ୍ରାମ; ଯୁଦ୍ଧ — Battle; fight
  • ସଂ. ବି (ସମ=ସମ୍ୟକ୍+ଆଘାତ) — ହତ୍ୟା; ବଧ — Killing; slaughter; murder