ସମାଚାର Samāchāra

  • ସଂ. ବି (ସମ୍+ଆଚାର) — ଖବର; ସଂବାଦ — News; report; intelligence; relation; tidings
  • ସଂ. ବି (ସମ୍+ଆଚାର) — ସଦାଚାର; ଉତ୍ତମ ଆଚରଣ — Good conduct; good behaviour
  • ସଂ. ବି (ସମ୍+ଆଚାର) — ଶିଷ୍ଟାଚାର — Etiquette; approved social usage