ସମାଚ୍ଛନ୍ନ Samāchchhanna
- ସଂ. ବିଣ. ପୁଂ (ସମ୍+ଆଚ୍ଛନ୍ନ) — ସମ୍ପୂର୍ଣ୍ଣରୂପେ ଆବୃତ — Wholly covered
- ସଂ. ବିଣ. ପୁଂ (ସମ୍+ଆଚ୍ଛନ୍ନ) — ଅଭିଭୂତ — Overclouded
- ସଂ. ବିଣ. ପୁଂ (ସମ୍+ଆଚ୍ଛନ୍ନ) — ଲୁକ୍କାୟିତ — Concealed; enveloped
- ସଂ. ବିଣ. ପୁଂ (ସମ୍+ଆଚ୍ଛନ୍ନ) — ଚାରି ଦିଗରେ ବେଢ଼ା ହୋଇଥିବା — Surrounded on all sides