ସମାଖ୍ୟାତ Samākhyāta

  • ସଂ. ବି. ପୁଂ (ସମ୍=ସମ୍ୟକ୍+ଆଖ୍ୟାତ) — ବିଖ୍ୟାତ — Renowned; celebrated
  • ସଂ. ବି. ପୁଂ (ସମ୍=ସମ୍ୟକ୍+ଆଖ୍ୟାତ) — ବିଶେଷ— ନାମଯୁକ୍ତ — Termed; named; titled