ସମାଚ୍ଛାଦନ Samāchchhādana

  • ସଂ. ବି (ସମ୍+ଆଚ୍ଛାଦନ) — କୌଣସି ବ୍ଯକ୍ତିକୁ ସମ୍ୟକ୍ ରୂପେ ବା ସମ୍ପୂର୍ଣ୍ଣ ରୂପେ ଘୋଡ଼ାଇ ପକାଇଥିବା ଆବରଣ; ଘଟାଟପ — A cover; envelope
  • ସଂ. ବି (ସମ୍+ଆଚ୍ଛାଦନ) — ସଂପୂର୍ଣ୍ଣ ରୂପେ ଆବରଣ କରିବା — Covering wholly