ସମବାୟ Samabāya
- ସଂ. ବି. (ସମ୍+ଅବ+ଇ ଧାତୁ=ଗମନ କରିବା+କର୍ତ୍ତୃ ଅ) — ସମୂହ — Multitude; conglomeration; aggregate
- ସଂ. ବି. (ସମ୍+ଅବ+ଇ ଧାତୁ=ଗମନ କରିବା+କର୍ତ୍ତୃ ଅ) — (+ଭାବ ଅ) ସଂଯୋଗ; ମିଳନ — Union; conjunction; cohesion
- ସଂ. ବି. (ସମ୍+ଅବ+ଇ ଧାତୁ=ଗମନ କରିବା+କର୍ତ୍ତୃ ଅ) — ସମ୍ବନ୍ଧ — Connection
- ସଂ. ବି. (ସମ୍+ଅବ+ଇ ଧାତୁ=ଗମନ କରିବା+କର୍ତ୍ତୃ ଅ) — ପରସ୍ପର ସଂବନ୍ଧ — Co-relation
- ସଂ. ବି. (ସମ୍+ଅବ+ଇ ଧାତୁ=ଗମନ କରିବା+କର୍ତ୍ତୃ ଅ) — (ବୈଶେଷିକ ଦର୍ଶନ ଶାସ୍ତ୍ର) ନିତ୍ୟ ସଂବନ୍ଧ — (Philosophy) . Constant or intimate relation (between subject and attribute, cause and effect, the owner and the owned, the species and the genus); (one of the 7 categories. Ba̲īseshika philosophy)
- ସଂ. ବି. (ସମ୍+ଅବ+ଇ ଧାତୁ=ଗମନ କରିବା+କର୍ତ୍ତୃ ଅ) — [ଦ୍ର—ଏହି ସମବାୟ ସମ୍ବନ୍ଧର ଉଦାହରଣ, ଯଥା—କାର୍ଯ୍ୟ ସହିତ କାରଣର, ଅବୟବ ସହିତ ଅବୟବୀର, ଗୁଣ ସହିତ ଗୁଣୀର, ବ୍ଯକ୍ତି ସହିତ ଜାତିର, ଦେହ ସହିତ ଦେହୀର, ଦ୍ରବ୍ୟର ଗୁଣ ସହିତ କର୍ମର, ବିଶିଷ୍ଟ ବସ୍ତୁ ସହିତ ତତ୍ଶ୍ରେଣୀର ସମ୍ବନ୍ଧ ଇତ୍ୟାଦି]
- ସଂ. ବି. (ସମ୍+ଅବ+ଇ ଧାତୁ=ଗମନ କରିବା+କର୍ତ୍ତୃ ଅ) — ନ୍ଯାୟଶାସ୍ତ୍ରାନୁମୋଦିତ ସଂବନ୍ଧ — Logical relation
- ସଂ. ବିଣ — ସମବେତ — Collective; joint
- ସଂ. ବିଣ — ଯୌଥ; ଦଳବଦ୍ଧ — Co-operative