ସମବସ୍କନ୍ଦ Samabaskanda

  • ସଂ. ବି. (ସମ୍+ଅବ+ସ୍କନ୍ଦ ଧାତୁ+ଭାବ ଅ) — ଦୁର୍ଗାଦି ଦ୍ୱାରା ସମ୍ୟକ୍ ରୂପେ ସୁରକ୍ଷିତକରଣ (ବିଶ୍ୱକୋଷ) — Protecting a place securely by raising forts
  • ସଂ. ବି. (ସମ୍+ଅବ+ସ୍କନ୍ଦ ଧାତୁ+ଭାବ ଅ) — (+କରଣ. ଅ) ଦୁର୍ଗ ପ୍ରାଚୀର (ବିଶ୍ୱକୋଷ) — Rampart or wall of a fort