ସମବାରିଆ Samabāriā

  • ଗ୍ରା. ବିଣ. ପୁଂ — ସୋମବାରରେ ଜାତ — Born on a Monday
  • ଗ୍ରା. ବିଣ. ପୁଂ — ସୋମବାର ଦିନ ଘଟିବା — Happening on Monday
  • ଗ୍ରା. ବିଣ. ପୁଂ — ଯେ ସୋମବାର ବ୍ରତ ପାଳେ — Fasting on Mondays
  • ବି. ପୁଂ — ଲୋକଙ୍କ ନାମ — A name given to males