ସମବାୟୀ କାରଣ Samabāyī kāraṇa

  • ସଂ. ବି. — (ଦର୍ଶନ ଶାସ୍ତ୍ର) ଯେଉଁ କାରଣର କାର୍ଯ୍ୟ ସଙ୍ଗେ ଅବିଚ୍ଛେଦ୍ୟ ବା ନିତ୍ୟ ସଂବନ୍ଧ ଥାଏ — (philosophy) Material cause; a cause to which the effect is held in constant or eternal relation