ସମବଲମ୍ବ Samabalamba

  • ସଂ. ବିଣ. (ବହୁବ୍ରୀହି) — ସମାନ ଲମ୍ବ ବିଶିଷ୍ଟ — Having equal perpendiculars
  • ସଂ. ବି (ଜ୍ୟାମିତି) — ଯେଉଁ ଚତୁର୍ଭୁଜର ଲମ୍ବରେଖା ସମାନ (ବିଶ୍ୱକୋଷ) — Trapezoid or rectange a quadrilateral figure having 2 equal perpendiculars