ସମବର୍ତ୍ତୀ Sama barttī

  • ସଂ. ବିଣ. ପୁଂ — ତୁଲ୍ୟରୂପେ ସ୍ଥିତ — Similarly situated or placed
  • ସଂ. ବି. ପୁଂ ( 1 ମା 1 ବ; ସବୁ ପ୍ରାଣୀଙ୍କ ସଂବନ୍ଧେ ଏହାଙ୍କର ଅବସ୍ଥିତ ସମାନ) ଯମ; କାଳ — The God of death