ସମନ୍ତ Samanta

  • ସଂ. ବି (ସମ୍+ଅନ୍ତ) — ଶେଷଭାଗ — End; extremity
  • ସଂ. ବି (ସମ୍+ଅନ୍ତ) — ସୀମା — Boundary
  • ସଂ. ବି (ସମ୍+ଅନ୍ତ) — ସମୁଦାୟ — All; whole
  • ସଂ. ବିଣ — ସମ୍ପୂର୍ଣ୍ଣ — Complete; entire (Apte)
  • ସଂ. ବିଣ — ବିଶ୍ୱଜନୀନ — Universal (Apte)
  • ସର୍ବନାମ — ସମସ୍ତ; ସକଳ — Whole; all
  • କ୍ରି. ବିଣ — ଚତୁର୍ଦ୍ଦିଗରେ — On all sides
  • କ୍ରି. ବିଣ — ପୂର୍ଣ୍ଣରୂପେ — Entirely; completely