ସମନ୍ତ ଦୁଗ୍ଧା Samanta dugdhā

  • ସଂ. ବି (ବୌଦ୍ୟକ; ବହୁବ୍ରୀହି; ସମନ୍ତ=ପ୍ରାନ୍ତଭାଗରେ ଦୁଗ୍ଧ=କ୍ଷୀର ଅଛି ଯାହାର) — ସିଝୁ ଗଛ; ମୂହୀ ବୃକ୍ଷ — The Euphorbia tree