ସମନ୍ ରିଟନ୍ Saman ritan

  • ବୈଦେ. ବି (କଚିରିଆ) — ସମନଜାରୀ ରିଟନ୍; ପିଆଦା ଅଭିପ୍ରେତ ବ୍ଯକ୍ତି ଉପରେ ସମନଜାରୀ କରି ସାରି, କିପରି ଭାବରେ ସମନଜାରୀ କରାଗଲା, କିଏ ନିଶାଣ ଦେଲା, ଏହା ବର୍ଣ୍ଣନା କରି କୋର୍ଟରେ ଦାଖଲ କରିବା ରିପୋର୍ଟ — Return of service of a summons