ସମନ୍ ମିଆଦି Saman miādi
- ବୈଦେ. ବି (କଚିରିଆ) — ତଲବନା ମିଆଦି; ତଲ— ବାନା; କୌଣସି ବ୍ଯକ୍ତି ଉପରେ ସମନଜାରି କରିବା ପାଇଁ ସରକାରଙ୍କ ଯେଉଁ ଖରଚ ହୁଏ, ତହିଁ ପାଇଁ ସରକାରଙ୍କ ନିକଟ ଆଗତୁରା ନିର୍ଦ୍ଦିଷ୍ଟ ପରିମାଣରେ କୋଟଫିସ୍ ଦ୍ୱାରା ଯେଉଁ ଖରଚା ଦାଖଲ କରେ — Process fees for the service of summons, deposited by the party who applies for the issue of summons