ସମନ୍ତଭୁକ୍ Samanta bhuk

  • ସଂ. ବି (ସମନ୍ତ=ସମୁଦାୟ+ଭୁଜ ଧାତୁ=ଖାଇବା+ କର୍ତ୍ତୃ. କ୍ୱିପ୍; ସମନ୍ତଭୁଜ୍; 1 ମା 1 ବ) — ଅଗ୍ନି; ହୁତାଶନ — Fire
  • ବିଣ — ସର୍ବଭକ୍ଷ — All-eating; omnivorous