ସମ ସରି Sama sari
- ଦେ. ବିଣ (ସଂ. ସମ+ସଦୃଶ) — ଠିକ୍ ସମାନ — Exactly equal
- ଦେ. ବିଣ (ସଂ. ସମ+ସଦୃଶ) — ସଦୃଶ୍ୟ; ତୁଲ୍ୟ — Similar;
- ଦେ. ବିଣ (ସଂ. ସମ+ସଦୃଶ) — (ସମ ସରିଶ[ଶା]—ଅନ୍ଯରୂପ)
- ଦେ. ବିଣ (ସଂ. ସମ+ସଦୃଶ) — [ଉ—ତକ୍ଷଣେ ବୁଝାମଣା କରି। ଶକ୍ର ମଇତ୍ର ସମ ସରି।—ଭୂପତି, ପ୍ରେମପଞ୍ଚାମୃତ।]