ସମ ସୁପ୍ତି Sama supti

  • ସଂ. ବି (ସମ=ସକଳ+ସୁପ୍ତି=ନିଦ୍ରା; ଯେଉଁ ସମୟରେ ସମସ୍ତେ ମହାନିଦ୍ରା ଭଜନ୍ତି) — ମହାପ୍ରଳୟ; କଳ୍ପାନ୍ତ — The great or final dissolution of the universe