ସମ ସାମୟିକ ଭାରତ Sama sāmayika bhārata

  • ଦେ. ବି (ନାମ) — ପ୍ରାଚୀନକାଳରୁ ଭାରତ— ବର୍ଷ ସମ୍ବନ୍ଧରେ ସମସାମୟିକ ବ୍ଯକ୍ତିମାନେ ଯେଉଁ ଯେଉଁ ବର୍ଣ୍ଣନା ଲିପିବଦ୍ଧ କରି ଯାଇ ଅଛନ୍ତି, ବଙ୍ଗୀୟ ଆଚାର୍ଯ୍ୟ ଶ୍ରୀ ଯୋଗେନ୍ଦ୍ରନାଥ ସମାକାରଙ୍କ ସଙ୍କଳିତ ସେହି ସେହି ବର୍ଣ୍ଣନା ସମନ୍ୱିତ ପ୍ରକାଣ୍ଡ ବଙ୍ଗଳା ଗ୍ରନ୍ଥ — The title of a Bengalee historical work in many volumes compiling the various descriptions of India given by successive visitors to India (Greek, Chinese, French, English, Russian,) by Prof J. N. Samāddār