ସମ ଯୋଦ୍ଧା Sama joddhā
- ସଂ. ବି (ସମ+ଯୁଧ ଧାତୁ+ତୃ; ସମଯୋଦ୍ଧୃ; 1 ମା. 1 ବ) — ଏକ ସଙ୍ଗରେ ଏକ ପକ୍ଷରେ ଯୁଦ୍ଧ କରୁଥିବା ବୀର — Comrade in arms; warriors fighting on the same side
- ସଂ. ବି (ସମ+ଯୁଧ ଧାତୁ+ତୃ; ସମଯୋଦ୍ଧୃ; 1 ମା. 1 ବ) — [ଉ—ଉଠ ଉଠ ଆହେ ସମଯୋଦ୍ଧାଗଣ। କରେ କରବାଳ ପଶ ସମରେ। ରାଧାନାଥ, କବିତାବଳୀ।]
- ସଂ. ବି (ସମ+ଯୁଧ ଧାତୁ+ତୃ; ସମଯୋଦ୍ଧୃ; 1 ମା. 1 ବ) — ଯୁଦ୍ଧରେ ପ୍ରତିଦ୍ୱନ୍ଦୀ ବୀର — A rival or opponent; warrior; adversary