ସମ ସଂଖ୍ୟକ Sama saṁkhyaka

  • ସଂ. ବିଣ (ବହୁବ୍ରୀହି; ସମ+ସଂଖ୍ୟା+କ) — ସମାନ ସଂଖ୍ୟାବିଶିଷ୍ଟ — Of equal or same number
  • ସଂ. ବିଣ (ବହୁବ୍ରୀହି; ସମ+ସଂଖ୍ୟା+କ) — ସମ ରାଶି ବିଶିଷ୍ଟ — Consisting of even numbers