ସଭା ଜନ Sabhā jana

  • ସଂ. ବି. — (ସଭାରେ ଉପସ୍ଥିତ ଜନ; ମ. ପ. ଲୋ.) ସଭାରେ ଉପସ୍ଥିତ ବ୍ଯକ୍ତିଗଣ — Persons attending a meeting
  • ସଂ. ବି. — ( 6 ଷ୍ଠୀ ତତ୍) ସଭ୍ୟ; ସଭାସଦ୍ — (6ଷ୍ଠୀ ତତ୍) ସଭ୍ୟ; ସଭାସଦ୍—. Member of an assembly; an associate of a meeting
  • ସଂ. ବି. — (ସଭାଜ୍ ଧାତୁ +ଭାବ ଅନ)—ସତ୍କାର; ସୌଜନ୍ୟ ପ୍ରକାଶ; ଶିଷ୍ଟତା — Courtesy; rendering of homage; Politeness
  • ସଂ. ବି. — ଅଭ୍ୟର୍ଥନା; ସ୍ୱାଗତ ଓ କୁଶଳ ପ୍ରଶ୍ନାଦି— ପୂର୍ବକ ସମ୍ଭାଷଣ; ଅଭିବାଦନ — The ceremony of welcoming; congratulation; courteous conversation
  • ସଂ. ବି. — [ଦ୍ର—ବନ୍ଧୁଙ୍କ ସମାଗମ ବା ବିଦାୟ ହୋଇ ଯିବା ସମୟରେ ପରସ୍ପରଙ୍କୁ ଆଲିଙ୍ଗନ କୁଶଳପ୍ରଶ୍ନ ଓ ସ୍ୱାଗତ ସମ୍ଭାଷଣକୁ ସଭାଜନ ବୋଲାଯାଏ। ଏଥିରେ ପର୍ଯ୍ୟା ଆନନ୍ଦନ, ଆପ୍ରଚ୍ଛନ୍ନ—ବିଶ୍ୱକୋଷ।]
  • ସଂ. ବି. — ପରିଚର୍ଯ୍ୟା — Serving; tending
  • ସଂ. ବି. — ପୂଜନ; — Worshipping
  • ସଂ. ବି. — ଆନନ୍ଦନ — Delighting; pleasing
  • ଦେ. ବି (ବହୁବଚନ ପୁଂ. ଓ ସ୍ତ୍ରୀ) ବାଟ, ଯାତ୍ରା, ତାମସା, ଠିଆପାଲା, ଅଭିନୟ ଆଦି ଦେଖିବାକୁ ସମାଗତ ଦର୍ଶକଗଣ — (plural) The audience or spectators assembled to witness a performance of dancing, play etc
  • ଦେ. ବି (ବହୁବଚନ ପୁଂ. ଓ ସ୍ତ୍ରୀ) [ଉ—ହରିବୋଲ ସଭାଜନେ! ପାଲା ହୈଲ ସାୟ— ପାଲାବାଲାଙ୍କ ପଦ]
  • ବିଣ — (ସ=ସହ+ ଭାଜନ) ସପାତ୍ର; ପାତ୍ରଯୁକ୍ତ — Having receptacles, pots or utensils
  • ବିଣ — (ସଭାଜ୍ ଧାତୁ+କର୍ତ୍ତୃ. ଅନ)— ପ୍ରୀତିଦାୟକ (ବିଶ୍ୱକୋଷ) — Giving pleasure; gratifying