ସଭା ନିର୍ଭା କରିବା Sabhā nirbhā karibā

  • ଦେ. କ୍ରି—(ସଂ. ସଭା ଓ ନିର୍ବାହ) — ସଭାର କାର୍ଯ୍ୟ ସମାଧାନ କରିବା — To conduct a meeting and bring it to a successful termination