ସଭା ନାୟିକା Sabhā nāyikā

  • ଦେ. ବି. ସ୍ତ୍ରୀ (ଆଧୁନିକ ପ୍ରୟୋଗ) — ସଭାପତିରୂପେ ବରିତା ବା ସଭାପତି ଆସନର ଅଧିକାରିଣୀ ନାରୀ — A lady taking the place of the president of an assembly or a congregation