ସଭା ଚର Sabhā chara

  • ସଂ. ବି. ପୁଂ (ସଭା+ଚର ଧାତୁ+କର୍ତ୍ତୃ. ଅ) — ଯେ ସଭାରେ ଉପସ୍ଥିତ ହୁଅନ୍ତି — A person who attends a meeting
  • ବିଣ. ପୁଂ — ସଭାରେ ବିଚରଣକାରୀ — Frequenting or attending meetings