ସବ୍ କୋଟ୍ Sab koṭ

  • ବୈଦେ. (ଇଂ) ବି — (ଗଞ୍ଜାମ) ବଡ଼ କୋର୍ଟର ବା କଚେରିର ଅଧୀନ ଛୋଟ ହାକିମଙ୍କ କଚେରି — Sub-copurt
  • ବୈଦେ. (ଇଂ) ବି — (ଯଥା—ଜଜ୍ଙ୍କ ଅଧୀନ ସବ୍ଜଜଙ୍କ କୋଟ୍, ମାଜିଷ୍ଟେଟଙ୍କ ଅଧୀନ ସବ୍ମାଜିଷ୍ଟ୍ରେଟଙ୍କ କୋଟ୍, ଇତ୍ୟାଦି।]