ସବ୍ ଜାନତା Sab-jāntā

  • ବୈଦେ (ଫା) ବି ଓ ବିଣ—(ତୁଳନାକର—ସଂ. ସର୍ବଜ୍ଞ) — (ବ୍ୟଙ୍ଗ୍ୟ) ଯେଉଁ ବ୍ଯକ୍ତି ସର୍ବଜ୍ଞ ବୋଲି ଗର୍ବ କରେ — (Ironical) A person who boasts that he is all-knowing; a quidnunc