ସବ୍ ଅଫିସି, ସବ୍ ଆଫିସି Sab-a(ā)phisi
- ବୈଦେ. ବି. (ଇଂ. ସବ୍ ଅଫିସ୍) — କୌଣସି କାର୍ଯ୍ୟାଳୟର ବା କଚେରିର ଅଧୀନ ବା ଅଧସ୍ତନ କାର୍ଯ୍ୟାଳୟ — Sub-office; an office subordinate to a central office
- ବୈଦେ. ବି. (ଇଂ. ସବ୍ ଅଫିସ୍) — ମଫସଲରେ ଗ୍ରାମରେ ପ୍ରତିଷ୍ଠିତ ଛୋଟ ଡାକଘର — Sub post office