ସବ୍ Sab
- ବୈଦେ. ବିଣ. — [ଇଂ ଓ ଲାଟିନ୍ ସବ୍; ଅନ୍ଯ ଶବ୍ଦ ପୂର୍ବେ ବ୍ଯବହୃତ ଇଂରାଜୀ ଉପପଦ (ଏଥିର ଅର୍ଥ ଅଧୀନ, ନିମ୍ନ] — The prefix 'Sub' denoting under; subordinate
- ବୈଦେ. ବିଣ. — [ଦ୍ର—ଇଂରାଜୀ ଭାଷା ବ୍ଯବହୃତ ସବ୍ — (Sub)ଯୁକ୍ତ ଅଧିକାଂଶ ଶବ୍ଦ ତଦାକାରରେ କିମ୍ବା ବିକୃତଆକାରରେ ଓଡ଼ିଆ ଭାଷାରେ ବ୍ଯବହୃତ ହୁଏ ତହିଁ ମଧ୍ୟରୁ କେତେଗୁଡ଼ିଏ ଶବ୍ଦ ଅକ୍ଷରକ୍ରମରେ ନିମ୍ନରେ ପ୍ରଦତ୍ତ ହେଲା]
- ସର୍ବନାମ—(ଫା. ସବ୍; ସଂ. ସର୍ବ) — ସବୁ — All.(ଯଥା—ସବ୍ଜାନତା)